Добро пожаловать на наш сайт лучших и отборных комедий 2019 года. У нас вы сможете посмотреть самые крутые новинки фильмов и сериалов жанра комедии в хорошем качестве и без регистрации. Мы подобрали для вас лучшие фильмы трейлеры и комедийные истории, много юмористических передач и видео приколов. У вас есть отличный шанс посмотреть фильмы и приколы в хорошем качестве прямо сейчас онлайн на нашем сайте.

ବଜାରେ ଢ଼ୋଲ୍ ବଜା | BAJARE DHOL | MANTU CHURIYA 1ST NEW DEVOTIONAL FULL VIDEO | PRASAD LIMA MUSIC | 4K

0 Просмотры
Издатель
" PLEASE USE EAR PHONES "
FOR BETTER SOUND EXPERIENCE.

HAPPY EASTER TO ALL OF YOU

Full


ବଜାରେ ଢ଼ୋଲ୍ ବଜା..................
BAJARE DHOL ….....

New Odia Christian Devotional Song

Singer : MANTU CHURIYA
Music / Lyrics : PRASAD LIMA
Arrangements / Programming : SUBHAM SAMAL
Recording : Studio Sai Audio Art ( SAA ) Ashish Mahapatra (CUTTACK)



Video



Cast : MANTU CHURIYA
/ Camera : Eng Mahanty (Studio Record INN )
Editing: : Eng Mahanty ( Studio Record INN )

Special thanks: Bro. Anil Lima and Sishir Lima



ପୁନରୁତ୍ଥାନ ପର୍ବ ର ଅନେକ ଅନେକ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ.........

ପୁନର୍ଥିତ୍ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହା ପବିତ୍ର ନାମ ନେଇ ସମସ୍ତଙ୍କୁ "PRASAD LIMA MUSIC" ତରଫରୁ ପ୍ରେମଭରା ନମସ୍କାର ଜ୍ଞାପନ କରୁ..... ପ୍ରଥମ ଥର ପାଇଁ ପ୍ରଭୁଙ୍କର ମହାନ କୃପାରୁ ଓଡିଶାର ସୁପ୍ରସିଦ୍ଧ ତଥା ଅଳ୍ପ ବୟସରେ ସୁନାମ ଧନ୍ୟ ଅର୍ଜନ କରିପାରିଥିବା କଣ୍ଠଶିଳ୍ପୀ ଶ୍ରୀ ମଣ୍ଟୁ ଛୁରିଆ ଙ୍କ ମଧୁର କଣ୍ଠରୁ ସର୍ବ ପ୍ରଥମ ଥର ପାଇଁ ଆମ ଖ୍ରୀଷ୍ଟିୟ ଜଗତ ଗୀତ ଶୁଣିବା ର ସୁଯୋଗ ପାଇ ପାରିଛୁ । ଏହା ପ୍ରଭୁଙ୍କର ଗୌରବର ବିଷୟ ହେବା ସହିତ ଆମ ଖ୍ରୀଷ୍ଟିୟ ପାରିବାର ପାଇଁ ଏକ ଆନନ୍ଦ ର ବିଷୟ ଅଟେ । ଏଣୁ ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ ହେଉ ।



ତେଣୁ "ESTER CELEBRATION" ର ଉପହାର ସଦୃଶ୍ୟ ମଣ୍ଟୁ ଛୁରିଆ ଙ୍କ ମଧୁର କଣ୍ଠରୁ ଗାଇଥିବା ଏହି ଭେଟି ଆପଣ ମାନଙ୍କ ପାଖକୁ ଆଣି ଦେଉଛୁ.....
ଗୀତଟି ସମ୍ପୂର୍ଣ୍ଣ ରୂପରେ ସମ୍ବଲପୁରୀ Pattern ରେ ତିଆରି କରା ଯାଇଥିଲା କିନ୍ତୁ ମଣ୍ଟୁ ଛୁରିଆ କେବଳ ତାଙ୍କ Official Channel ରେ ହିଁ ସମ୍ବଲପୁରୀ ଗୀତ ଗାଉ ଥିବାରୁ ଓଡ଼ିଆ ରେ ଗୀତ ପ୍ରସ୍ତୁତ ଅଛି ....ଆଶା କରୁଛୁ ଏଇ ଗୀତ ଅନେକଙ୍କ ମନକୁ ଛୁଇଁବା ସହିତ ଆନେକଙ୍କ ଆତ୍ମିକ ଦିଗରେ ଅଭିବୃଦ୍ଧି ହେଉ ଏହା ଆମ୍ଭମାନଙ୍କ କାମନା ଏବଂ ପ୍ରଭୁଙ୍କ ଠାରେ ପ୍ରାର୍ଥନା..................

ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE କରନ୍ତୁ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଅମେନ୍............ ଧନ୍ୟବାଦ୍


ଏହି ଭିଡିଓ ଟି " PRASAD LIMA MUSIC " ଙ୍କର ନିଜସ୍ୱ Proporty ଅଟେ । ଏଣୁ ଦୟାକରି Channel Owner ଙ୍କ ବିନା ଅନୁମତିରେ ପୁଣିଥରେ ଏହି Audio କିମ୍ବା Video କୁ Re - Upload ଦୟାକରି କରନ୍ତୁ ନାହିଁ , ଆମକୁ ସହଯୋଗ କରନ୍ତୁ ଧନ୍ୟବାଦ୍।



#Mantu Churiya New Christian Songs
#MantuChuriyaNewsongs
#Duldulia
#New Amit Pani Songs
#NewChristmasSongs #NewYearSongs2021
#BestHindiChristianSongs #PrasdLimaMusic
#Kumar Bapi Songs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
#New Odia christian Devotional Songs
#New Odia christian Devotional album
#New Odia christian video album
Категория
Комедии
Комментариев нет.